ଦେଶଦ୍ରୋହ ଆଇନ ସଂପର୍କରେ ରାଜ୍ୟମାନଙ୍କୁ ପରାମର୍ଶ ଜାରି କରିବ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪-କ) ଉପରେ ସ୍ଥଗିତାଦେଶ ଲଗାଇ ସରକାରଙ୍କୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏ ନେଇ ଖୁବଶୀଘ୍ର ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ଗାଇଡଲାଇନ ଜାରି କରାଯିବ। କେନ୍ଦ୍ର ଗୃହ ସଚିବ ଏନେଇ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପରାମର୍ଶ ଜାରି କରିବେ ଯେପରିକି ଏହାର ଅପବ୍ୟବହାର ହୋଇ ନପାରିବ। ଆଜି ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନକୁ ସରକାରଙ୍କ ଦ୍ବାରା … Continue reading ଦେଶଦ୍ରୋହ ଆଇନ ସଂପର୍କରେ ରାଜ୍ୟମାନଙ୍କୁ ପରାମର୍ଶ ଜାରି କରିବ ଗୃହ ମନ୍ତ୍ରାଳୟ